କାକୁଡ଼ି
ଖୋଲା କୋଠାରେ ଉଡ଼ା ନ ଗୁଡ଼ି ପିଅନା ପାଣି ଖାଇଲେ ମୁଢି । ଗାଧାନା କେବେ ନଈରେ ବୁଡ଼ି ଖରା ତାତିରେ ନ’ ଯାଆ ଦଉଡ଼ି । ସାଙ୍ଗକୁ କେବେ ଯାଆନା ଛାଡ଼ି ହସନା ଦେଖି ଅନ୍ଧୁଣୀ ବୁଢୀ । ଖାଦ୍ୟ ଜିନିଷ ଯିବୁନି ଛାଡ଼ି ଲୋଭାଇ ଖାଆ ନାହିଁ ‘କାକୁଡ଼ି’ । *****
by ରାଜୀବ ବର୍ଦ୍ଧନ · 1st October 2023
ଖୋଲା କୋଠାରେ ଉଡ଼ା ନ ଗୁଡ଼ି ପିଅନା ପାଣି ଖାଇଲେ ମୁଢି । ଗାଧାନା କେବେ ନଈରେ ବୁଡ଼ି ଖରା ତାତିରେ ନ’ ଯାଆ ଦଉଡ଼ି । ସାଙ୍ଗକୁ କେବେ ଯାଆନା ଛାଡ଼ି ହସନା ଦେଖି ଅନ୍ଧୁଣୀ ବୁଢୀ । ଖାଦ୍ୟ ଜିନିଷ ଯିବୁନି ଛାଡ଼ି ଲୋଭାଇ ଖାଆ ନାହିଁ ‘କାକୁଡ଼ି’ । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ