ଜାମୁକୋଳି
‘ଜାମୁକୋଳି’ ପେନ୍ଥା ପେନ୍ଥା ଭାଉଜ କାନିରେ ଚାବିର ନେନ୍ଥା ଭାଇ ଆମ ଭାରି ସୁନ୍ଥା । ଜାମୁକୋଳି ଲାଗେ ମିଠା ବୋଉ ଚୂଲି ମୁଣ୍ଡେ କରୁଛି ପିଠା ମଣ୍ଡା, ଆରିସା, ଗଇଁଠା । ଜାମୁକୋଳି ଭାରି ପ୍ରିୟ କୋଳି ବିକୁଅଛି ଗରିବ ଝିଅ ଚାଉଳ, ପଇସା ଦିଅ । *****
by ରାଜୀବ ବର୍ଦ୍ଧନ · 11th October 2023
‘ଜାମୁକୋଳି’ ପେନ୍ଥା ପେନ୍ଥା ଭାଉଜ କାନିରେ ଚାବିର ନେନ୍ଥା ଭାଇ ଆମ ଭାରି ସୁନ୍ଥା । ଜାମୁକୋଳି ଲାଗେ ମିଠା ବୋଉ ଚୂଲି ମୁଣ୍ଡେ କରୁଛି ପିଠା ମଣ୍ଡା, ଆରିସା, ଗଇଁଠା । ଜାମୁକୋଳି ଭାରି ପ୍ରିୟ କୋଳି ବିକୁଅଛି ଗରିବ ଝିଅ ଚାଉଳ, ପଇସା ଦିଅ । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ