ପିଜୁଳି

କଳା ମେଘେ ଚକ୍ ଚକ୍ ବିଜୁଳି
ବଗିଚାରେ ଲଗା ଡାଳି ‘ପିଜୁଳି’ ।

କଞ୍ଚା ଫଳ ରୋଗୀ ଖୋଜେ ବାଉଳି
ପିଲାଙ୍କର ପ୍ରିୟ ପାକା ପିଜୁଳି ।

ରାଇ କଲେ ଭଲ ମାଛ ନେଉଳି
ମେଘ ଦେଖ୍ ନାଚ କରେ ମୟୂରୀ ।
*****

You may also like...