ଶେଫାଳୀ
ଋତୁ ହେଲା ଶରତ ସଫା ସୁତୁରା ମରତ ଫୁଲ ଫୁଟେ ‘ଶେଫାଳୀ’ ସଅଳ ଯାଆ ଚାହାଳୀ । ରାତିରେ ଫୁଟି ସକାଳେ ଝରି ପଡ଼ଇ ଫୁଲ ଶେଫାଳୀ ବାସରେ ତା’ର ଦିଗ ଚହଟେ ମନଟା ଯାଏ ଚହଲି | ଅଳପ ଦିନ ବଞ୍ଚିଲେ ବି ପରର ସେବା କରିବୁ ଶେଫଳୀ ପରି ବାସ ଛୁଟାଇ ଶେଷେ ଅମର ହୋଇବୁ । *****
by ରାଜୀବ ବର୍ଦ୍ଧନ · 23rd August 2023
ଋତୁ ହେଲା ଶରତ ସଫା ସୁତୁରା ମରତ ଫୁଲ ଫୁଟେ ‘ଶେଫାଳୀ’ ସଅଳ ଯାଆ ଚାହାଳୀ । ରାତିରେ ଫୁଟି ସକାଳେ ଝରି ପଡ଼ଇ ଫୁଲ ଶେଫାଳୀ ବାସରେ ତା’ର ଦିଗ ଚହଟେ ମନଟା ଯାଏ ଚହଲି | ଅଳପ ଦିନ ବଞ୍ଚିଲେ ବି ପରର ସେବା କରିବୁ ଶେଫଳୀ ପରି ବାସ ଛୁଟାଇ ଶେଷେ ଅମର ହୋଇବୁ । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ