ହେନା
ବଗିଚାର ଫୁଲ ‘ହେନା’ ନିଇତି ଖାଆ ଛେନା । ହେବୁନି ଜମା ଅସନା ବାସ ଚହଟାଏ ହେନା । କାମେ କରିବୁନି ମନା ଆଗକୁ ଆଗକୁ ଅନା । ପଢିଲେ ନ କରି ମନା ନାଆଁ ରଖୁଯିବୁ ସିନା । *****
by ରାଜୀବ ବର୍ଦ୍ଧନ · 6th September 2023
ବଗିଚାର ଫୁଲ ‘ହେନା’ ନିଇତି ଖାଆ ଛେନା । ହେବୁନି ଜମା ଅସନା ବାସ ଚହଟାଏ ହେନା । କାମେ କରିବୁନି ମନା ଆଗକୁ ଆଗକୁ ଅନା । ପଢିଲେ ନ କରି ମନା ନାଆଁ ରଖୁଯିବୁ ସିନା । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ