ଯୂଇ
ଫୁଲ ଫୁଟେ ‘ଯୂଇ' ଆମେ ସବୁ ଭାଇ କ୍ଷୀର ଯେବେ ଖାଇ ବସିବୁ ରଖବୁ ଗୋଟେ ଗାଈ କଳି ଯଦି କରି ବସିବୁ ସଙ୍ଗେ ଥିବ ଭାଇ । ଯୂଇ ଫୁଲ ବାସ ଚକା ପାରି ବସ ସବୁବେଳେ ମୁହଁକୁ ତୋର କର ହସ ହସ ଆଦରେ ସକଳେ ନେଇ ବସାଇବେ ପାଶ ।। *****
by ରାଜୀବ ବର୍ଦ୍ଧନ · 16th August 2023
ଫୁଲ ଫୁଟେ ‘ଯୂଇ' ଆମେ ସବୁ ଭାଇ କ୍ଷୀର ଯେବେ ଖାଇ ବସିବୁ ରଖବୁ ଗୋଟେ ଗାଈ କଳି ଯଦି କରି ବସିବୁ ସଙ୍ଗେ ଥିବ ଭାଇ । ଯୂଇ ଫୁଲ ବାସ ଚକା ପାରି ବସ ସବୁବେଳେ ମୁହଁକୁ ତୋର କର ହସ ହସ ଆଦରେ ସକଳେ ନେଇ ବସାଇବେ ପାଶ ।। *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ