ଅଙ୍ଗୁର
ବିଲୁଆ ବଡ଼ ଚତୁର ପଇଡ଼ ବଡ଼ ମଧୁର ପେନ୍ଥାରେ ଫଳେ ‘ ଅଙ୍ଗୁର' ଭାରତ ଦେଶ ଆମର । ଦେଶକୁ କଲେ ଆଦର ସମସ୍ତେ ହେବେ ତୁମର ଦେହରେ ଥିଲେ ତୋ’ଜର ପେନ୍ଥାଏ ଖାଆ ଅଙ୍ଗୁର । *****
by ରାଜୀବ ବର୍ଦ୍ଧନ · 10th September 2023
ବିଲୁଆ ବଡ଼ ଚତୁର ପଇଡ଼ ବଡ଼ ମଧୁର ପେନ୍ଥାରେ ଫଳେ ‘ ଅଙ୍ଗୁର' ଭାରତ ଦେଶ ଆମର । ଦେଶକୁ କଲେ ଆଦର ସମସ୍ତେ ହେବେ ତୁମର ଦେହରେ ଥିଲେ ତୋ’ଜର ପେନ୍ଥାଏ ଖାଆ ଅଙ୍ଗୁର । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ