ତାଳ
ଉଚ୍ଚ ତାଳଗଛ ନହ ନହକା ବାଉଁଶ ପତର ସବୁ ସରୁକା ‘ତାଳ’ ସଜ ଖାଇ ମଉଜ କର ସକାଳ ସଞ୍ଜରେ ଡାକ ଈଶ୍ଵର । ପତରରେ ଚଟି, ପକ୍ଷିଆ ବୁଣି ଗରିବ ନିଅଇ ପଇସା ଗଣି । *****
by ରାଜୀବ ବର୍ଦ୍ଧନ · 22nd October 2023
ଉଚ୍ଚ ତାଳଗଛ ନହ ନହକା ବାଉଁଶ ପତର ସବୁ ସରୁକା ‘ତାଳ’ ସଜ ଖାଇ ମଉଜ କର ସକାଳ ସଞ୍ଜରେ ଡାକ ଈଶ୍ଵର । ପତରରେ ଚଟି, ପକ୍ଷିଆ ବୁଣି ଗରିବ ନିଅଇ ପଇସା ଗଣି । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ