ପଣସ
କଥା କହିବୁ ମିଠା ମିଠା କାହାକୁ କରିବୁନି ଥଟା । ‘ପଣସ’ରେ ଥାଏ ଅଠା ଜର ହେଲେ ଚାଆଟେ ଖଟା । କଷି ପଣସ ଡାଲମା ଭଲ ପାଚିଲା ଫୁଟ ମିଠା ଅସଲ । ସାବିତ୍ରୀ ଓଷା ନୂଆ ଭାଉଜ ଭାର ସଜଡ଼ା ଅତି ମଉଜ । *****
by ରାଜୀବ ବର୍ଦ୍ଧନ · 29th October 2023
କଥା କହିବୁ ମିଠା ମିଠା କାହାକୁ କରିବୁନି ଥଟା । ‘ପଣସ’ରେ ଥାଏ ଅଠା ଜର ହେଲେ ଚାଆଟେ ଖଟା । କଷି ପଣସ ଡାଲମା ଭଲ ପାଚିଲା ଫୁଟ ମିଠା ଅସଲ । ସାବିତ୍ରୀ ଓଷା ନୂଆ ଭାଉଜ ଭାର ସଜଡ଼ା ଅତି ମଉଜ । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ