ଫୁଟି
ରବିବାର ଛୁଟି ଖାଆ ପାଚିଲା ‘ଫୁଟି’ । ସକାଳ ହେଲେ ଉଠି ମା’ରେ ଦଣ୍ଡ ବଇଠି । ଘଅସ ଦାନ୍ତ କାଠି ତେଲ ଲଗା ମାଠି । ଯାଆ ପାହାଚ ଉଠି ବଅସ ନାହିଁ ସେଠି । ରାତିରେ ଖାଆ ରୁଟି ପଢରେ ପାଠ ଉଠି । *****
by ରାଜୀବ ବର୍ଦ୍ଧନ · 5th November 2023
ରବିବାର ଛୁଟି ଖାଆ ପାଚିଲା ‘ଫୁଟି’ । ସକାଳ ହେଲେ ଉଠି ମା’ରେ ଦଣ୍ଡ ବଇଠି । ଘଅସ ଦାନ୍ତ କାଠି ତେଲ ଲଗା ମାଠି । ଯାଆ ପାହାଚ ଉଠି ବଅସ ନାହିଁ ସେଠି । ରାତିରେ ଖାଆ ରୁଟି ପଢରେ ପାଠ ଉଠି । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ