Author: ଅନିଲ କୁମାର ମହାପାତ୍ର

ସମୁଦ୍ର ତରଙ୍ଗ

ପାଣିର ତାଳ ହେଉଛି ମୋର ହୃଦୟର ଧ୍ୱନି,ପଛକୁ କୁ ହାଟିଛି, ବଳ ସଂଗ୍ରହ ପାଇଁ,କୂଳରେ ଘର କରନ୍ତୁ ନାହିଁ, ଏହା ମୋର ଅନୁରୋଧ,ମୁଁ ସମୁଦ୍ର ଏହି ଜୀବନର ଯାତ୍ରାରେ ମୁଁ ଆଉଥରେ ଆସିବି। ମୁଁ ଫେରି ଆସିବି, ମୋର ତରଙ୍ଗ ନେଇ ଆଉଥରେ।ମୋର ତରଙ୍ଗ ତୁମକୁ ସ୍ପର୍ଶ...

ଶୁନ୍ୟ

ଶୁନ୍ୟ ରାସ୍ତାରେ ଆଖି ବନ୍ଦ କଲେ ଆଶାର କିରଣ ଦିଶେ,ଆଖି ଖୋଲି ଦେଲେ ଆଶା ଟି ଉଭାନ ହେଇଯାଏ | ଆଶା ଉଭାନ ହେଇଗଲା ପରେ ଡର ମତେ ଲାଗେ,ଆଶା ଉଭାନ ହେଇଗଲା ପରେ ଜୀବନ ଟି ଶୁନ୍ୟ ଲାଗେ | ଆଶା ଛାଡ଼ିନିବି ଆଖି ଖୋଲିବିନି...

ସମୁଦ୍ରର ଅଧିପତି ମୁଁ

ସମୁଦ୍ରର ଅଧିପତି ମୁଁ ପିଇବାକୁ ପାଣି ଟୋପେ ନାହିଁ,ମୃଗତୃଷ୍ଣା ପଛରେ ପଡିଛି ଯିଏ କେବେ ହାତେ ପଡି ନାହିଁ ସେ ଅଦୃଶ୍ୟ ଶକ୍ତି ନଚାଉଛି ଯଦି ଭୁଲ ତ ମୋର କୋଉଠି ନାହିଁତାର ହାତରେ କାଠ କୁଣ୍ଢେଇ ଯେ ଭାବିବାର ଶକ୍ତି ମୋର ନାହିଁ ଦେଲ ଶକ୍ତି...

କି ଲେଖା ଲେଖିବି ମାମା

କି ଲେଖା ଲେଖିବି ମାମା ରେ ତୋ ପାଇଁ ଶୋଇ ଯିବୁ ତୁ ଧନ, ଲେଖୁଛି କାଟୁଚି ଚିରୁଛି କାଗଜ଼ ମାନୁନି ମୋହର ମନ । କଣ ଶୁଣିଲେ ଖୁଶି ହବୁ ତୁଇ ଜାଣି ପାରିନି ରେ ମାମା, ଖେଳନା ଦେଖିଲେ ଖୁଶି ହବୁ ଯଦି କିଣି ଦେଵି...