କି ଲେଖା ଲେଖିବି ମାମା
କି ଲେଖା ଲେଖିବି ମାମା ରେ ତୋ ପାଇଁ ଶୋଇ ଯିବୁ ତୁ ଧନ, ଲେଖୁଛି କାଟୁଚି ଚିରୁଛି କାଗଜ଼ ମାନୁନି ମୋହର ମନ । କଣ ଶୁଣିଲେ ଖୁଶି ହବୁ ତୁଇ ଜାଣି ପାରିନି ରେ ମାମା, ଖେଳନା ଦେଖିଲେ ଖୁଶି ହବୁ ଯଦି କିଣି ଦେଵି...
କି ଲେଖା ଲେଖିବି ମାମା ରେ ତୋ ପାଇଁ ଶୋଇ ଯିବୁ ତୁ ଧନ, ଲେଖୁଛି କାଟୁଚି ଚିରୁଛି କାଗଜ଼ ମାନୁନି ମୋହର ମନ । କଣ ଶୁଣିଲେ ଖୁଶି ହବୁ ତୁଇ ଜାଣି ପାରିନି ରେ ମାମା, ଖେଳନା ଦେଖିଲେ ଖୁଶି ହବୁ ଯଦି କିଣି ଦେଵି...
ତୁମ ପରି ଛୋଟ ପିଲାଟିଏ, ଗାଆଁ ଚହାଳୀର ଚାଟ ସିଏ । ଚେହେରାଟି ତାର ଡଉଲ ଡାଉଲ, ପାଠରେ ତାହାର ସରି କିଏ ? ଛାଡ଼ି ଯାଇଥିଲା ଦିନେ ଝଡ଼ି ବାହାରିଲା ସିଏ ପାଠ ପଢ଼ି । ବାଟେ ଯାଉଯାଉ ଖସିଗଲା ଗୋଡ଼ ମୁଁହ ମାଡି ତଳେ ଗଲା...
ଆଜ ଏ କି ଗୁମାନରେ (ଚନ୍ଦ୍ରାନନା) ଦେଖି ନାହିଁ ସ୍ବପନରେ ||ପଦ|| ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ- କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି! ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ, ରାଣ ଅଛିଟି ମାଣ- ବକ ମୃଗାକ୍ଷୀ ଜାଣ, ଦାରୁଣ ସ୍ମର ରାଣ,...