Category: କବିତା

ବୈଦେହୀଶ ବିଳାସ (ତୃତୀୟ ଛାନ୍ଦ)

ବିଦୁଷ ହେ ଶୁଣ ରଞ୍ଜନ ରସ ବିଦୁଷ ହେ ଶୁଣ ରଞ୍ଜନରସ ମନକୁ ଦେଇ । ବିଦୁଷଣ ରାଜସମାନେ ଧର୍ମସ୍ଵରୂପୀ ସେହି ।୧ । ବିଦିତ ମିଥିଳା ନୃପତି ନାମ ଜନକ ତାର । ବିଦିଗଦିଗରେ ହୋଇଛି ଖ୍ୟାତ ଯଶ ଯାହାର ।୨ । ବିଦଗଧ ଯଜ୍ଞକର୍ମରେ...

ବୈଦେହୀଶ ବିଳାସ (ଦ୍ଵିତୀୟ ଛାନ୍ଦ)

ବିଦୁଷ! ଦୂଷଣ ବିବର୍ଜିତ ବିଦୁଷ!ଦୁଷଣ ବିବର୍ଜିତ ଗୀତେ ରସ। ବିଷ୍ନୁ ଚରିତ ତ୍ୱରିତ କରିବ ହରଷ ଯେ।୧। ବାମଦେବ ଦେବରାଜ ଗୁରୁ ସଙ୍ଗତିରେ। ବିମନେ ସୁମନେ ଗଲେ କ୍ଷୀରସିନ୍ଧୂତୀରେ ଯେ।୨। ବ୍ରହ୍ମାଣ୍ଡ କ୍ଷୋଭିତେ ଭୀତେ ବ୍ରହ୍ମା ପ୍ରମୁଖରେ। ବିଶ୍ୱମ୍ବର ଭରସାରେ ସ୍ତୁତି କଲେ ଖରେ ଯେ।୩। ବହିତ...

ବୈଦେହୀଶ ବିଳାସ (ପ୍ରଥମ ଛାନ୍ଦ)

  ବନ୍ଦଇ ଦୀନବାନ୍ଧବ ହରି ବନ୍ଦଇ ଦୀନବାନ୍ଧବ ହରି ଯେ ତମଚକ୍ର ଖଣ୍ଡନକାରୀ ସଦା କମଳାନନ୍ଦ ବିସ୍ତାରି ସ୍ୱଭାବେ ଇନ ଯେ । ବିଭୁ ଅନନ୍ତ-ଅଙ୍କ-ବିହାରୀ କର ପ୍ରତାପ ସାର ସଞ୍ଚରି ନିସାଚରଙ୍କ ଉଲ୍ଲାଶସ ହରି ପୂଜେ ସୁମନ ଯେ । ବଇନତେୟ ଯାହା ଅଗ୍ରତେ ସ୍ଥିତ...

ଏକ ଅସରା ବର୍ଷାର ଅବ୍ୟବହିତ ପରେ ନରାଜ ଦର୍ଶନ

ସତ୍ୟ ଶାନ୍ତି ସୁଖ ସଦା ମାନବ-ଜୀବନ ଖୋଜଇ ବ୍ୟାକୁଳେ ବ୍ୟସ୍ତ ସଂସାର ଗହଳେ, ମିଳିଲେ ଏପରି ସ୍ଥାନ କେବେ ଭାଗ୍ୟଫଳେ ଅପସରେ କ୍ଷଣେ ଭବ ଦାରୁଣ କଷଣ । ସଦ୍ୟସ୍ନାତ ଏହୁ ଛବି ଶୁଦ୍ଧ ଘନଜଳେ ଅସ୍ତମିତ ରବି କରେ ଦ୍ୱିଗୁଣ ଉଲ୍ଲାସେ, ବିରାଜେ ଶ୍ୟାମଳ ଶସ୍ୟ...

ଅରୁଣାମ୍ବୁଜ ଚରଣା

(ରାଗ ପିଲୁ, ଏକତାଳି) ଅରୁଣାମ୍ବୁଜ ଚରଣା, ତୁ ରସାରେ ଭରସାରେ କରୁଣାନିଧି ଶରଣାଗତଠାରେ କି ରୁଷାରେ ॥ପଦ॥ ଅସିତ କେଶି ମୁଁ ତୋ ପରିଚାର ରୁଷିକି ନ କରି କିଛି ବିଚାର ସ୍ଵଗୁଣ ସରିତ ପତି ତୋ ପରିତ ନାହିଁ ସରସାରେ ॥୧॥ ନ ରହି ସୁଦନ୍ତି...

ଉପେନ୍ଦ୍ରଭଞ୍ଜ

କବିକୁଳ କଞ୍ଜ ଉପଇନ୍ଦ୍ରଭଞ୍ଜ ନମେ ତବ ପଦତଳେ, କାବ୍ୟ-ସୁମାଧୁରୀ ଭାଷା-ସୁଚାତୁରୀ ପରକାଶିଲ ଉତ୍କଳେ । ଜନ୍ମି ରାଜକୁଳେ ବଇଭବ କୋଳେ ଅତୁଳ ସୁଖ-ସଦନେ, ତେଜି ସେ ସମ୍ଭୋଗ ଆଚରିଲ ଯୋଗ ବୀଣାପାଣି ଆରାଧନେ । ଅତି ମନୋହର ଚାରୁ ଚମତ୍କାର ଶତ ମାନସୀ ପ୍ରତିମା, କାବ୍ୟ ଚିତ୍ରପଟେ...

ପୁରୁଷୋତ୍ତମ ଦେବ

ଅମିତ ବିକ୍ରମ ଶ୍ରୀ ପୁରୁଷୋତ୍ତମ “କ୍ଷେତ୍ରକୁଳ ଧୂମକେତୁ” ତବ ନାମ ଆଜ ଉତ୍କଳ ସମାଜ ଜାତୀୟ ଗୌରବ ହେତୁ । ତୁମ୍ଭ ଯଶରାଶି ସାକ୍ଷୀରୂପେ ବସି ବକୁଳ-ବନ-ବିହାରୀ, କରନ୍ତି ପ୍ରକାଶ ପୂର୍ବ ଇତିହାସ ସତ୍ୟବାଦୀ ବଂଶୀଧାରୀ । ଯୁଦ୍ଧ-ଅଭିଯାନ କରେ କବି ଗାନ ହେ ପ୍ରତାପୀ ଶତ୍ରୁଜେତା !...

ପ୍ରାର୍ଥନା

ପ୍ରଭୁ ଦୟାମୟ ଜଗତପତି ଅନାଥର ନାଥ ଅଗତିଗତି, ତବ ଶ୍ରୀଚରଣେ ଏହି ବିନତି କରୁଛି ଉତ୍କଳ-ଶିଶୁ ସନ୍ତତି ମିଳି ଆଜି ଏକମନେ ହେ, ଦିଅ ନବ ତେଜ ନବିନ ସାହାସ ଉତ୍କଳମାତା ଜୀବନେ ହେ । (୧) ହିନ୍ଧୁ ଖ୍ରୀଷ୍ଟ ଜୈନ ମୁସଲମାନ ଭେଦ ଭୁଲି ଏବେ...

ବାଣୀ

ସୃଷ୍ଟି ଆଦ୍ୟ କାଳୁ ଦେବି ତୋହର ଉତ୍ପତ୍ତି, ତୋର ନିତ୍ୟ ଲୀଳାଭୂମି ଅନନ୍ତ ଅପାର, ଅନନ୍ତ ଅଦ୍ଭୁତ ଅତି ତୋ ମହାଶକତି, ସହଜେ ବୁଝିବ କାହିଁ ତାହା ନର ଛାର l (୧) ଅନଳେ ଆହୁତିଧାର କରି ଚରଷଣ, ପୂତନୀରା ସରସ୍ବତୀ-ପୁଳିନ ପ୍ରଦେଶ ଗାଇଲେ ସଙ୍ଗୀତ ଯେବେ...

ଉପକଥା

ମୋତେ ଥରୁଟେ ନିଜର କରି ଦେଖ ମୁଁ କେତେ ବିଭୋର, ଉଦ୍ ଭ୍ରାନ୍ତ ଓ ଅସଞ୍ଜତ ତୁମ ଉପପଦର ଆହ୍ବାନରେ! ତୁମ ସନ୍ତର୍ପଣର ସାନିଧ୍ୟ , ଶଙ୍କାଗ୍ରସ୍ତ ସଲଗ୍ନତା ମୋତେ ମୋ ଭିତରୁ କାଢିନେଇ ବୋଧେ ନୂଆ ଏକ ପୁୃଥିବୀ ଗଢିବ ଗଢିବ ହେଲାଣି ତୁମ ଆଉ...