ତପସ୍ଵିନୀ (ଅଷ୍ଟମ ସର୍ଗ)
ଜୀବନେ ଯଉବନ ବଢ଼ଲା ସମ ବସନ୍ତ ବଢି ବନେ ହେଲା ଗ୍ରୀଷମ, ଯୁବା-ଶକତି ଯଥା ହୁଏ ପ୍ରଖରା; ପ୍ରଚଣ୍ଡତର ହୋଇ ଆସିଲା ଖରା |୧| ସୁଖ-ବିଷୟ-ଭୋଗ ତୃଷ୍ଣାର ପରି ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ, ତୂଳା ଉଡ଼ିଲା ତେଜି ଶାଳଳୀ ତରୁ; କୃପଣ ଧନ କାଳେ ଉଡ଼େ...
କବିତା / କାବ୍ୟ / ସ୍ମରଣୀୟ ଗୀତ
ଜୀବନେ ଯଉବନ ବଢ଼ଲା ସମ ବସନ୍ତ ବଢି ବନେ ହେଲା ଗ୍ରୀଷମ, ଯୁବା-ଶକତି ଯଥା ହୁଏ ପ୍ରଖରା; ପ୍ରଚଣ୍ଡତର ହୋଇ ଆସିଲା ଖରା |୧| ସୁଖ-ବିଷୟ-ଭୋଗ ତୃଷ୍ଣାର ପରି ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ, ତୂଳା ଉଡ଼ିଲା ତେଜି ଶାଳଳୀ ତରୁ; କୃପଣ ଧନ କାଳେ ଉଡ଼େ...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବୋଇଲେ ସତୀ, “ସଖି, ମୋ’ ଦୁର୍ବିପାକ ଘଟାଇ ଅଛି ଏକା ମୋ ଦୁଃଖଯାକ; ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ |୧| କାନ୍ତ ବିଚ୍ଛେଦେ ରହିପାରେ ଜୀବନ, ଏମନ୍ତ କ୍ଷଣେ ଭାବି ନ ଥିଲା ମନ; ସହିଲି...
କବିତା / କାବ୍ୟ / ସ୍ମରଣୀୟ ଗୀତ
ଚିତ୍ରା ସହ ଶଶୀ ଦିନେ ଉଠିଲେ ଗଗନେ, ବିକଶିତ ହେଲା ନବ-ମାଳିକା ଗହନେ |୧| ଧୀରେ ଧୀରେ ଆଶ୍ରମର ମଲ୍ଲୀ-ବଲ୍ଲୀଚୟ, ପ୍ରଫୁଲ୍ଲ-କୁସୁମ-ପୁଞ୍ଜ ହେଲେ ମୁଦମୟ |୨| ମାଧବୀ ବକୁଳ ମଲ୍ଲୀ ନିଆଳୀ ସୁଗନ୍ଧ- ଭାରେ ଗନ୍ଧବହ ଗତି କରି ମନ୍ଦ ମନ୍ଦ |୩| ତମସା-ପୁଲିନେ ସ୍ୱଚ୍ଛ ଚନ୍ଦ୍ରମା-କିରଣ,...
କବିତା / କାବ୍ୟ / ସ୍ମରଣୀୟ ଗୀତ
ରାଜୋଦ୍ୟାନ-ଶୋଭା ସିନ୍ଧୁ ଲହରୀ ଶିରେ-ପୁଷ୍ପ ଫେନପଟଳ ଧରି, ଯା’ ପଦପୁଲିନ ନଖ-ମୁକୁତା ଜ୍ୟୋତି ସେବନରେ ଥିଲା ଯୁକୁତା, ତାଙ୍କ ଶୁଭ ଆଗମନ ଚାହିଁ ଉଲ୍ଲସିଲେ ମୁନି-ଉଦ୍ୟାନର ବିଟପି-ବଲ୍ଲୀ-ସୁମନ |୧| ଏକେ ତ ମଧୁର ବସନ୍ତ କାଳ, ବାଳଭାନୁ ହେମ କିରଣ ଜାଳ, ପ୍ରସରି ଶିଶିରଜର୍ଜର ପର୍ଣ୍ଣ, ଲିଳା...
ଦେଖ ମୁଁ ଯାଉଛି ସରି କ୍ଷୀରୋଦ ସିନ୍ଧୁ ବେହାରୀ ଏକ ପାଦ ବିନ୍ଦ ଧ୍ୟାୟୀ ଜୀବନ୍ତେ ଅଛି ନ ମରି ।୧। ଏଡେ ବଡ ପ୍ରଭୁ ଥାଇ ନିରେଖ ହେଉଛି ମୁହିଁ ଚାତକ ପରାଏ ଚାହିଁ ଶ୍ରୀଗୁରୁଙ୍କୁ ଅନୁସରି ।୨। ସମୁଦ୍ର ପରାଏ ଆଶା ମନରେ କରି...
ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ। ଦାସପଣେ କିଣି ଅର୍ଦ୍ଧବାଟେ ଆଣି କିମ୍ପା ଏତେ ସରି କଲେ ।୧। ନାହିଁ ମୋ ଭରସା ଉଡ଼ୁଛି ସହସା କି ବୁଦ୍ଧି କରିବି କହ। ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାରା ତୁମ୍ଭେ ବହ ।୨।...
କବିତା / କାବ୍ୟ / ସ୍ମରଣୀୟ ଗୀତ
ମଙ୍ଗଳେ ଅଇଲା ଉଷା ବିକଚ-ରାଜୀବ ଦୃଶା ଜାନକୀ-ଦର୍ଶନ-ତୃଷା ହୃଦୟେ ବହି, କରପଲ୍ଲବେ ନୀହାର- ମୁକ୍ତା ଧରି ଉପହାର ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି, କଳକଣ୍ଠ-କଣ୍ଠେ-କହିଲା, “ଦରଶନ ଦିଅ ସତୀ, ରାତି ପାଇଲା” |୧| ଅରୁଣ କଷୟବାସ, କୁସୁମ କାନ୍ତି-ବିକାଶ ପ୍ରଶାନ୍ତ-ରୂପ, ବିଶ୍ୱସ ଦିଅନ୍ତି ମନେ, କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସି ଡାକୁଛନ୍ତି...
ପର ଉପକାର ପୁଣ୍ୟମୟ ବ୍ରତ ପାଳନ୍ତି ମହତ ଜନ, ଉର୍ବୀ, ଦିବାକର ପର ଉପକାରେ ଦିଅନ୍ତି ଶସ୍ୟ, କିରଣ | ପର ତାପ ଲଭି ମହତ କରନ୍ତି ପରକୁ ଆହ୍ଲାଦ ଦାନ, ସୁଶୀତଳ ଜଳ ଦାନ କରେ ରବି- ରଶ୍ମୀ ଲଭି ହିମବାନ | ଉଚ୍ଚେ ଥାଇ...
କବିତା / କାବ୍ୟ / ସ୍ମରଣୀୟ ଗୀତ
ଭାଗୀରଥୀ-କୂଳେ ଲକ୍ଷ୍ମଣ ଯେ କାଳେ ବୈଦେହୀ ବିସର୍ଜି ଗଲେ, ବ୍ୟାପିଥିଲା ଖରା ସସାଗରା ଧରା ନିର୍ମଳ ଅମ୍ବର ତଳେ |୧| ରାଘବ-ବଧୂର ନିର୍ଯାତନ ସୁର- ପୁରକୁ ଦିଶିଲେ ଲଜ୍ଜା ହେବ ବୋଲି ଦିବା- ନାଥଙ୍କ ସେ କିବା ଶୁଭ୍ର ଯବନିକା-ସଜ୍ଜା |୨| ଜାଣିସେ ରହସ୍ୟ କରିବାକୁ ଦୃଶ୍ୟ ଭାସ୍କର-ବଂଶର ଦୋଷ, ଅଚିରେ ଅବନୀ ପୃଷ୍ଠୁ ସେ...
ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ।୧। ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବଢୁଅଛି ଜଳ ନାହିଁ ନଦୀକୂଳ ଉଲକାପାଦଧାରା ବହି ହେ ଶୂନ୍ୟଦେହୀ ଅଛ ଉଦେ...