Category: ଭକ୍ତି ଗୀତ

ପ୍ରାର୍ଥନା

ପ୍ରଭୁ ଦୟାମୟ ଜଗତପତି ଅନାଥର ନାଥ ଅଗତିଗତି, ତବ ଶ୍ରୀଚରଣେ ଏହି ବିନତି କରୁଛି ଉତ୍କଳ-ଶିଶୁ ସନ୍ତତି ମିଳି ଆଜି ଏକମନେ ହେ, ଦିଅ ନବ ତେଜ ନବିନ ସାହାସ ଉତ୍କଳମାତା ଜୀବନେ ହେ । (୧) ହିନ୍ଧୁ ଖ୍ରୀଷ୍ଟ ଜୈନ ମୁସଲମାନ ଭେଦ ଭୁଲି ଏବେ...

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ। ଦାସପଣେ କିଣି ଅର୍ଦ୍ଧବାଟେ ଆଣି କିମ୍ପା ଏତେ ସରି କଲେ ।୧। ନାହିଁ ମୋ ଭରସା ଉଡ଼ୁଛି ସହସା କି ବୁଦ୍ଧି କରିବି କହ। ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାରା ତୁମ୍ଭେ ବହ ।୨।...

ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ

ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ ଭାଗ୍ୟ ଥିଲେ ଧର ଧର ଖଣ୍ଡିବ କାଳ ବିପତ୍ତି ପରମାଦ ହେ ଭାଗ୍ୟ ଥିଲେ ଧର ଧର ।୧। କରିଅଛ ଯେବେ ଦୋଷ ଜଣାଅ ଶ୍ରୀଗୁରୁ ପାଶ ଛେଦି ହୋଇବ ଉଶ୍ୱାସ ଅପରାଧ ହେ । ଭାଗ୍ୟ ଥିଲେ...

ଭଜୁ କିନା ରାମ ନାମ

ଭଜୁ କିନା ରାମ ନାମରେ ରାଜନ ବୋଲୁ କିନା ରାମ ନାମ, ଭଜି ନପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଯମ । କି କରିବେ ତୋତେ ମାୟା ସ୍ତିରୀମାନେ ମାୟାରେ ହୋଇଛୁ ଭୋଳ, ଆଜି ମଲେ କାଲି ହେବ ଦୁଇ ଦିନ ମିଥ୍ୟା ମାୟାରେ...

ମନବୋଧ ଚଉତିସା

କହଇ ମନ ଆରେ ମୋ ବୋଲ କର, କଳା ଶ୍ରୀମୁଖ ବାରେ ଦେଖିବା ଚାଲ | କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘେନି ଯିବୁ ତୋର ଛୁଟିଲେ ଘଟ ||୧|| ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ଖାଉଣ ଥିବେ ଶ୍ଵାନ ଶୃଗାଳ ବାଣ୍ଟି |...