ଟଗର
ଧଳା ଧଳା ‘ଟଗରଫୁଲ’ ବାଗ ବଗିଚା ଦିଶେ ଡଉଲ ଭଅଁର ଯାଏ କହି ଖାଇ ସାରି ଧାଇଁବ ନାହିଁ ଖାଇ ଟିକେ ପଡ଼ିବ ଶୋଇ ଭଲ ପିଲା ହୋଇ । ଟଗରର ଭାଇ ତରାଟ ରାତିରେ ଫୁଟି କରନ୍ତି ନାଟ ରବି କିରଣ ପାଇ ରଙ୍ଗ ରଙ୍ଗିଆ ଢଙ୍ଗ ଢଙ୍ଗିଆ ଦିନର ଫୁଲ ଦିଶେ ବଢିଆ ଦିନରେ ଶୁଅ ନାହିଁ ।। *****
by ରାଜୀବ ବର୍ଦ୍ଧନ · 30th July 2023
ଧଳା ଧଳା ‘ଟଗରଫୁଲ’ ବାଗ ବଗିଚା ଦିଶେ ଡଉଲ ଭଅଁର ଯାଏ କହି ଖାଇ ସାରି ଧାଇଁବ ନାହିଁ ଖାଇ ଟିକେ ପଡ଼ିବ ଶୋଇ ଭଲ ପିଲା ହୋଇ । ଟଗରର ଭାଇ ତରାଟ ରାତିରେ ଫୁଟି କରନ୍ତି ନାଟ ରବି କିରଣ ପାଇ ରଙ୍ଗ ରଙ୍ଗିଆ ଢଙ୍ଗ ଢଙ୍ଗିଆ ଦିନର ଫୁଲ ଦିଶେ ବଢିଆ ଦିନରେ ଶୁଅ ନାହିଁ ।। *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ