ତରଭୂଜ
ବଇଶାଖ ମାସ ଝାଞ୍ଜି ପବନ ତରଭୁଜେ ଥାଏ ପିଲାଙ୍କ ମନ । ଗୁଡ଼ ମିଶାଇଣ କରିଲେ ପଣା ଥରେ ପିଇ ଦେଲେ ହୋଇବ ବଣା । ପଣା ସଂକରାନ୍ତି ପରବେ ସାର ପଣା ପିଇ ମନ କର ମଧୁର । ସବୁ କଥା ଛାଡି ପାଠକୁ ହେଜ ଚିନି ମିଶାଇ ଖାଆ ‘ତରଭୂଜ’ । *****
by ରାଜୀବ ବର୍ଦ୍ଧନ · 18th October 2023
ବଇଶାଖ ମାସ ଝାଞ୍ଜି ପବନ ତରଭୁଜେ ଥାଏ ପିଲାଙ୍କ ମନ । ଗୁଡ଼ ମିଶାଇଣ କରିଲେ ପଣା ଥରେ ପିଇ ଦେଲେ ହୋଇବ ବଣା । ପଣା ସଂକରାନ୍ତି ପରବେ ସାର ପଣା ପିଇ ମନ କର ମଧୁର । ସବୁ କଥା ଛାଡି ପାଠକୁ ହେଜ ଚିନି ମିଶାଇ ଖାଆ ‘ତରଭୂଜ’ । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ