ମନ୍ଦାର
ଫୁଲ ବଗିଚାଟି ଭାରି ସୁନ୍ଦର ଟଗର, ତରାଟ, ମଲ୍ଲୀ, ‘ମନ୍ଦାର’ ଧଳା, ନାଲି, ନେଳି ନାନା ଜାତିର ଫୁଲେ ଫୁଲେ ଉଡି ବୁଲେ ଭଅଁର । ଫୁଲୁଁ ଫୁଲୁଁ ମଧୁ ନିଏ ସାଉଁଟି ନିଜେ ନ ଖାଇଣ ଦିଅଇ ବାଣ୍ଟି । ମିଠା କଥା କହି ଆଦର ପାଅ ବାଣ୍ଟିକୁଣ୍ଟି ସବୁ ଜିନିଷ ଖାଅ || *****
by ରାଜୀବ ବର୍ଦ୍ଧନ · 13th August 2023
ଫୁଲ ବଗିଚାଟି ଭାରି ସୁନ୍ଦର ଟଗର, ତରାଟ, ମଲ୍ଲୀ, ‘ମନ୍ଦାର’ ଧଳା, ନାଲି, ନେଳି ନାନା ଜାତିର ଫୁଲେ ଫୁଲେ ଉଡି ବୁଲେ ଭଅଁର । ଫୁଲୁଁ ଫୁଲୁଁ ମଧୁ ନିଏ ସାଉଁଟି ନିଜେ ନ ଖାଇଣ ଦିଅଇ ବାଣ୍ଟି । ମିଠା କଥା କହି ଆଦର ପାଅ ବାଣ୍ଟିକୁଣ୍ଟି ସବୁ ଜିନିଷ ଖାଅ || *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ