ହରଗଉରୀ
ନାନା ରଙ୍ଗେ ଫୁଟେ ‘ହରଗଉରୀ’ ହର ପାର୍ବତୀଙ୍କ ଆଦର ଭାରି । ବରଷା ଋତୁର ପ୍ରିୟ କୁସୁମ ଛିଟ ପାଟ ରଙ୍ଗେ ରଙ୍ଗେ ଉତ୍ତମ । ହାତେ କରି ରଙ୍ଗ କୁମାରୀ ଦଳ କୁଁଆର ପରବେ ହୁଅନ୍ତି ମେଳ ହର ପାର୍ବତୀଙ୍କ ଦର୍ଶନ ପାଇଁ ହରଗୌରୀ ଫୁଲ ଚଢାଅ ନେଇ । *****
by ରାଜୀବ ବର୍ଦ୍ଧନ · 3rd September 2023
ନାନା ରଙ୍ଗେ ଫୁଟେ ‘ହରଗଉରୀ’ ହର ପାର୍ବତୀଙ୍କ ଆଦର ଭାରି । ବରଷା ଋତୁର ପ୍ରିୟ କୁସୁମ ଛିଟ ପାଟ ରଙ୍ଗେ ରଙ୍ଗେ ଉତ୍ତମ । ହାତେ କରି ରଙ୍ଗ କୁମାରୀ ଦଳ କୁଁଆର ପରବେ ହୁଅନ୍ତି ମେଳ ହର ପାର୍ବତୀଙ୍କ ଦର୍ଶନ ପାଇଁ ହରଗୌରୀ ଫୁଲ ଚଢାଅ ନେଇ । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ