ଅରୁଣାମ୍ବୁଜ ଚରଣା
(ରାଗ ପିଲୁ, ଏକତାଳି) ଅରୁଣାମ୍ବୁଜ ଚରଣା, ତୁ ରସାରେ ଭରସାରେ କରୁଣାନିଧି ଶରଣାଗତଠାରେ କି ରୁଷାରେ ॥ପଦ॥ ଅସିତ କେଶି ମୁଁ ତୋ ପରିଚାର ରୁଷିକି ନ କରି କିଛି ବିଚାର ସ୍ଵଗୁଣ ସରିତ ପତି ତୋ ପରିତ ନାହିଁ ସରସାରେ ॥୧॥ ନ ରହି ସୁଦନ୍ତି...
(ରାଗ ପିଲୁ, ଏକତାଳି) ଅରୁଣାମ୍ବୁଜ ଚରଣା, ତୁ ରସାରେ ଭରସାରେ କରୁଣାନିଧି ଶରଣାଗତଠାରେ କି ରୁଷାରେ ॥ପଦ॥ ଅସିତ କେଶି ମୁଁ ତୋ ପରିଚାର ରୁଷିକି ନ କରି କିଛି ବିଚାର ସ୍ଵଗୁଣ ସରିତ ପତି ତୋ ପରିତ ନାହିଁ ସରସାରେ ॥୧॥ ନ ରହି ସୁଦନ୍ତି...
କବିକୁଳ କଞ୍ଜ ଉପଇନ୍ଦ୍ରଭଞ୍ଜ ନମେ ତବ ପଦତଳେ, କାବ୍ୟ-ସୁମାଧୁରୀ ଭାଷା-ସୁଚାତୁରୀ ପରକାଶିଲ ଉତ୍କଳେ । ଜନ୍ମି ରାଜକୁଳେ ବଇଭବ କୋଳେ ଅତୁଳ ସୁଖ-ସଦନେ, ତେଜି ସେ ସମ୍ଭୋଗ ଆଚରିଲ ଯୋଗ ବୀଣାପାଣି ଆରାଧନେ । ଅତି ମନୋହର ଚାରୁ ଚମତ୍କାର ଶତ ମାନସୀ ପ୍ରତିମା, କାବ୍ୟ ଚିତ୍ରପଟେ...
ଅମିତ ବିକ୍ରମ ଶ୍ରୀ ପୁରୁଷୋତ୍ତମ “କ୍ଷେତ୍ରକୁଳ ଧୂମକେତୁ” ତବ ନାମ ଆଜ ଉତ୍କଳ ସମାଜ ଜାତୀୟ ଗୌରବ ହେତୁ । ତୁମ୍ଭ ଯଶରାଶି ସାକ୍ଷୀରୂପେ ବସି ବକୁଳ-ବନ-ବିହାରୀ, କରନ୍ତି ପ୍ରକାଶ ପୂର୍ବ ଇତିହାସ ସତ୍ୟବାଦୀ ବଂଶୀଧାରୀ । ଯୁଦ୍ଧ-ଅଭିଯାନ କରେ କବି ଗାନ ହେ ପ୍ରତାପୀ ଶତ୍ରୁଜେତା !...
ସୃଷ୍ଟି ଆଦ୍ୟ କାଳୁ ଦେବି ତୋହର ଉତ୍ପତ୍ତି, ତୋର ନିତ୍ୟ ଲୀଳାଭୂମି ଅନନ୍ତ ଅପାର, ଅନନ୍ତ ଅଦ୍ଭୁତ ଅତି ତୋ ମହାଶକତି, ସହଜେ ବୁଝିବ କାହିଁ ତାହା ନର ଛାର l (୧) ଅନଳେ ଆହୁତିଧାର କରି ଚରଷଣ, ପୂତନୀରା ସରସ୍ବତୀ-ପୁଳିନ ପ୍ରଦେଶ ଗାଇଲେ ସଙ୍ଗୀତ ଯେବେ...
କବିତା / କାବ୍ୟ / ସ୍ମରଣୀୟ ଗୀତ
ଜୀବନେ ଯଉବନ ବଢ଼ଲା ସମ ବସନ୍ତ ବଢି ବନେ ହେଲା ଗ୍ରୀଷମ, ଯୁବା-ଶକତି ଯଥା ହୁଏ ପ୍ରଖରା; ପ୍ରଚଣ୍ଡତର ହୋଇ ଆସିଲା ଖରା |୧| ସୁଖ-ବିଷୟ-ଭୋଗ ତୃଷ୍ଣାର ପରି ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ, ତୂଳା ଉଡ଼ିଲା ତେଜି ଶାଳଳୀ ତରୁ; କୃପଣ ଧନ କାଳେ ଉଡ଼େ...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବୋଇଲେ ସତୀ, “ସଖି, ମୋ’ ଦୁର୍ବିପାକ ଘଟାଇ ଅଛି ଏକା ମୋ ଦୁଃଖଯାକ; ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ |୧| କାନ୍ତ ବିଚ୍ଛେଦେ ରହିପାରେ ଜୀବନ, ଏମନ୍ତ କ୍ଷଣେ ଭାବି ନ ଥିଲା ମନ; ସହିଲି...
କବିତା / କାବ୍ୟ / ସ୍ମରଣୀୟ ଗୀତ
ଚିତ୍ରା ସହ ଶଶୀ ଦିନେ ଉଠିଲେ ଗଗନେ, ବିକଶିତ ହେଲା ନବ-ମାଳିକା ଗହନେ |୧| ଧୀରେ ଧୀରେ ଆଶ୍ରମର ମଲ୍ଲୀ-ବଲ୍ଲୀଚୟ, ପ୍ରଫୁଲ୍ଲ-କୁସୁମ-ପୁଞ୍ଜ ହେଲେ ମୁଦମୟ |୨| ମାଧବୀ ବକୁଳ ମଲ୍ଲୀ ନିଆଳୀ ସୁଗନ୍ଧ- ଭାରେ ଗନ୍ଧବହ ଗତି କରି ମନ୍ଦ ମନ୍ଦ |୩| ତମସା-ପୁଲିନେ ସ୍ୱଚ୍ଛ ଚନ୍ଦ୍ରମା-କିରଣ,...
କବିତା / କାବ୍ୟ / ସ୍ମରଣୀୟ ଗୀତ
ରାଜୋଦ୍ୟାନ-ଶୋଭା ସିନ୍ଧୁ ଲହରୀ ଶିରେ-ପୁଷ୍ପ ଫେନପଟଳ ଧରି, ଯା’ ପଦପୁଲିନ ନଖ-ମୁକୁତା ଜ୍ୟୋତି ସେବନରେ ଥିଲା ଯୁକୁତା, ତାଙ୍କ ଶୁଭ ଆଗମନ ଚାହିଁ ଉଲ୍ଲସିଲେ ମୁନି-ଉଦ୍ୟାନର ବିଟପି-ବଲ୍ଲୀ-ସୁମନ |୧| ଏକେ ତ ମଧୁର ବସନ୍ତ କାଳ, ବାଳଭାନୁ ହେମ କିରଣ ଜାଳ, ପ୍ରସରି ଶିଶିରଜର୍ଜର ପର୍ଣ୍ଣ, ଲିଳା...
ଦେଖ ମୁଁ ଯାଉଛି ସରି କ୍ଷୀରୋଦ ସିନ୍ଧୁ ବେହାରୀ ଏକ ପାଦ ବିନ୍ଦ ଧ୍ୟାୟୀ ଜୀବନ୍ତେ ଅଛି ନ ମରି ।୧। ଏଡେ ବଡ ପ୍ରଭୁ ଥାଇ ନିରେଖ ହେଉଛି ମୁହିଁ ଚାତକ ପରାଏ ଚାହିଁ ଶ୍ରୀଗୁରୁଙ୍କୁ ଅନୁସରି ।୨। ସମୁଦ୍ର ପରାଏ ଆଶା ମନରେ କରି...
କବିତା / କାବ୍ୟ / ସ୍ମରଣୀୟ ଗୀତ
ମଙ୍ଗଳେ ଅଇଲା ଉଷା ବିକଚ-ରାଜୀବ ଦୃଶା ଜାନକୀ-ଦର୍ଶନ-ତୃଷା ହୃଦୟେ ବହି, କରପଲ୍ଲବେ ନୀହାର- ମୁକ୍ତା ଧରି ଉପହାର ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି, କଳକଣ୍ଠ-କଣ୍ଠେ-କହିଲା, “ଦରଶନ ଦିଅ ସତୀ, ରାତି ପାଇଲା” |୧| ଅରୁଣ କଷୟବାସ, କୁସୁମ କାନ୍ତି-ବିକାଶ ପ୍ରଶାନ୍ତ-ରୂପ, ବିଶ୍ୱସ ଦିଅନ୍ତି ମନେ, କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସି ଡାକୁଛନ୍ତି...