କଦଳୀ
ବଗିଚାରେ ଫଳ ଭଳିକି ଭଳି କାଠିଆ, ବନ୍ତଳ, ମେଣ୍ଢି ‘କଦଳୀ’ ପତର ତାହାର ଗରିବ ଥାଳି ପୂଜାକୁ ଲୋଡ଼ା ପାଚିଲା କଦଳୀ । ଚୂଡା କଦଳୀକୁ ଦେଇ ଚକଟି ନଡ଼ିଆ କୋରାକୁ ଦିଅରେ ଘାଣ୍ଟି ଖାଇ ଦେଲେ ଗ୍ରାସେ ଚକା ପକାଇ ଦିନ ଯାକ ଭୋକ ଆଉ ନ ଥାଇ । *****
by ରାଜୀବ ବର୍ଦ୍ଧନ · 24th September 2023
ବଗିଚାରେ ଫଳ ଭଳିକି ଭଳି କାଠିଆ, ବନ୍ତଳ, ମେଣ୍ଢି ‘କଦଳୀ’ ପତର ତାହାର ଗରିବ ଥାଳି ପୂଜାକୁ ଲୋଡ଼ା ପାଚିଲା କଦଳୀ । ଚୂଡା କଦଳୀକୁ ଦେଇ ଚକଟି ନଡ଼ିଆ କୋରାକୁ ଦିଅରେ ଘାଣ୍ଟି ଖାଇ ଦେଲେ ଗ୍ରାସେ ଚକା ପକାଇ ଦିନ ଯାକ ଭୋକ ଆଉ ନ ଥାଇ । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ