ଜିନିଆ
ବେଙ୍ଗୁଲୀ ସାଜିଛି କନିଆ ଦେଖିବାକୁ ଛନଛନିଆ । ସୁନାକୁ ଚିହ୍ନଇ ବଣିଆ ଗୁଣୀକୁ ଚିହ୍ନଇ ଗୁଣିଆ ଦରିଆର ପାଣି ଲୁଣିଆ ନାଲି ନେଳି ଫୁଲ ‘ଜିନିଆ' । *****
by ରାଜୀବ ବର୍ଦ୍ଧନ · 26th July 2023
ବେଙ୍ଗୁଲୀ ସାଜିଛି କନିଆ ଦେଖିବାକୁ ଛନଛନିଆ । ସୁନାକୁ ଚିହ୍ନଇ ବଣିଆ ଗୁଣୀକୁ ଚିହ୍ନଇ ଗୁଣିଆ ଦରିଆର ପାଣି ଲୁଣିଆ ନାଲି ନେଳି ଫୁଲ ‘ଜିନିଆ' । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ