ରଜନୀଗନ୍ଧା
ରାତି ତ ରାତି ଅନ୍ଧାର ରାତି ମନରେ କେବେ ନ କର ଭିତି । ରାତି କୁସୁମ ‘ରଜନୀଗନ୍ଧା' ପାଠରେ ତୋ’ର ମନକୁ ବନ୍ଧା । ରାତିରେ ବାସ ଦିଏ ଛୁଟାଇ ରଜନୀଗନ୍ଧା ନାମକୁ ବହି । ପାଠରେ ବାସ ଛୁଟାଇ ଦେଲେ ଆଦର ସବୁ କରିବେ ପିଲେ । *****
by ରାଜୀବ ବର୍ଦ୍ଧନ · 20th August 2023
ରାତି ତ ରାତି ଅନ୍ଧାର ରାତି ମନରେ କେବେ ନ କର ଭିତି । ରାତି କୁସୁମ ‘ରଜନୀଗନ୍ଧା' ପାଠରେ ତୋ’ର ମନକୁ ବନ୍ଧା । ରାତିରେ ବାସ ଦିଏ ଛୁଟାଇ ରଜନୀଗନ୍ଧା ନାମକୁ ବହି । ପାଠରେ ବାସ ଛୁଟାଇ ଦେଲେ ଆଦର ସବୁ କରିବେ ପିଲେ । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ