ବୁଢ଼ାଶଙ୍ଖାରି

ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା । ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି । ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ...

ବର୍ଷା

ଏବେ ଗ୍ରୀଷମ କାଳ ଗଲା । ବରଷା ଋତୁ ପ୍ରକାଶିଲା । ସକଳ ଋତୁଙ୍କର ସାର । ଶସ୍ୟ ସମ୍ପଦ ମଞ୍ଚ ପୁର । ମେଘେ ମିଳିଲେ ଶୂନ୍ୟପଥେ । ବିଜୁଳି ଶବଦ ସଙ୍ଗତେ । ଭୂମି, ସାଗର, ଶୂନ୍ୟେ ବ୍ୟାପି । ନୀଳ ଜୀମୂତ ବିଶ୍ବରୂପୀ...

ଭକ୍ତ କବିବର ଶ୍ରୀ ଜଗନ୍ନାଥ ଦାସ

ଉତ୍କଳର ବ୍ୟାସ ଜଗନ୍ନାଥ ଦାସ ବିଷ୍ଣୁ ଅଂଶେ ଅବତାର, ଭକତ-ପ୍ରଧାନ ଗୂଢ ଦିବ୍ୟ ଜ୍ଞାନ କଲ ସ୍ବଦେଶେ ପ୍ରଚାର । ବେଦ-ମହୋଦଧି ବ୍ୟାସ ତପୋନିଧି ମନ୍ଥି ଯେ ତତ୍ତ୍ବ ସକଳେ, ଉଦ୍ଧରି ପୁରାଣେ ନାନା ଉପାଖ୍ୟାନେ ପ୍ରକାଶିଥିଲେ ସରଳେ । ସଂକ୍ଷିପ୍ତ ସଂସ୍କୃତି ଅମୁଲ୍ୟ ଆଧାରେ ଥିଲା...

ଶମ୍ଭୁକର ବାଜପେୟୀ

କି ଭାଷାରେ ଦେବ, ଆମନ୍ତ୍ରିବି ତବ ସ୍ଵର୍ଗୀୟ ଆତ୍ମାକୁ ଆଜ? ସୁଜ୍ଞାନୀ ଧାର୍ମ୍ମିକ ଗୋନ୍ତ୍ର ପ୍ରବର୍ତ୍ତକ ହେ ଉତ୍କଳ-ଭରଦ୍ଵାଜ ! ତୁମ୍ଭ ବଂଶୋଭବ ବୋଲି ଗଉରବ କରନ୍ତି ବିପ୍ର ଅନେକ, ବର୍ଷ ଶତ ଶତ ହେଲେହେଁ ଅତୀତ ଅଛି ତୁମ୍ଭ ନାମ ଟେକ । ବାଜପେୟ ଯାଗ କରି...

ବଳରାମ ଦାସ

କି ମଧୁର ନାମ ଭକ୍ତ ବଳରାମ ଉତ୍କଳବାସୀ-ଶ୍ରବଣେ ; ସାହିତ୍ୟ-ସଂସାରେ କଠୋର ସାଧକ କାହିଁ ତୁମ୍ଭ ପରି ଜଣେ? ବାଲମିକ ବ୍ୟାସ ଅନ୍ତର-ଉଚ୍ଛ୍ବାସ ଯମୁନା ଜାହ୍ନବୀ ପରି, ପ୍ରୟାଗ ପରାଏ ଏକାଧାରେ କିଏ ପାରେ ତୁମ୍ଭ ବିନେ ଧରି l ଗୀତା ଗୂଢ ବାଣୀ ଲୋକରେ ବଖାଣୀ...

ଆଜ ଏକି ଗୁମାନରେ

ଆଜ ଏ କି ଗୁମାନରେ (ଚନ୍ଦ୍ରାନନା) ଦେଖି ନାହିଁ ସ୍ବପନରେ  ||ପଦ|| ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ- କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି! ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ, ରାଣ ଅଛିଟି ମାଣ- ବକ ମୃଗାକ୍ଷୀ ଜାଣ, ଦାରୁଣ ସ୍ମର ରାଣ,...

ଜଗତେ କେବଳ

ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ | କଟିଳ କରି ସ୍କନ୍ଧ ରୋମରାଜି, ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ ଚାହୁଁ, ସରମା କଣ୍ଠିରବ ହେବ କାହୁଁ | ଅଲକତ ଦ୍ରବ ନୟନେ ବୋଳି, ରସାଳ ଗହଳ ଶାଖାରେ ଖେଳି କବଳ କରୁ ତା...

ଅନଙ୍ଗଭୀମ ଦେବ

ଭୀମ ପରାକ୍ରମ ହେ ଅନଙ୍ଗଭୀମ ! କିପରି ଯିବି ପରତେ, ରାଜ-ସିଂହାସନ ରାଜିଥିଲ ଦିନେ ବିଶାଳ ଉତ୍କଳ ସତେ । ସତେ କି ହେ ଛାମୁ ଅଗଣିତ ଚମ୍ପୁ ପଲକେ ହୋଇଣୁଳ, ବୀର ଦର୍ପଭରେ ଅରାତି-ଅନ୍ତରେ କରୁଥିଲ ଶଙ୍କାକୁଳ ? ଏ କି ସେ ଉତ୍କଳ ଯାର ଉର୍ଜ୍ଜ୍ୱସ୍ଥଳ ବିନ୍ତ୍ରମୀ...

ସାରଳା ଦାସ

ତପସ୍ବୀ ସତ୍ତମ ଭକ୍ତ ଅନୁପମ ହେ ଭାରତୀ ଜ୍ୟେଷ୍ଠ ସୁତ , ତବ ପରସାଦେ ସାହିତ୍ୟ-ସମ୍ପଦେ ଆମ୍ଭେ ସର୍ବେ କୃତକୃତ୍ୟ । ଭାଷା ଆଦି କାଳେ ଅନ୍ଧାର ଉତ୍କଳେ ସମୁଜ୍ଜ୍ବଳ ନବ ରବି, ପଣ୍ଡିତେ ପାଷଣ୍ଡେ ହାଟେ ବାଟେ ଦାଣ୍ଡେ ଦେଖାଇଲ ଦିବ୍ୟ ଛବି । ମହା...

ଜୀବନ ସଙ୍ଗୀତ

ମୋର ସକଳ ଗର୍ବ ଚୂର୍ଣ୍ଣ କରିଛ, ସବୁ ତ ନେଇଛ ଛଡ଼ାଇ, ଆଶାର ତୁଙ୍ଗ ଶିଖରୁ ଖସାଇ ଧୂଳିରେ ଦେଇଛ ଗଡ଼ାଇ, ସବୁଥିରୁ କରି ନିଃସ୍ବ ଶିଖାଇ ଦେଇଛ ଆପଣାର ବୋଲି ମଣିବାକୁ ସାରା ବିଶ୍ବ; ଅଭାଗା ହାତରେ ଅମୂଲ୍ୟ ସମ୍ପଦ ଆପେ ଦେଇଅଛ ବଢ଼ାଇ |...