ଏକ ଅସରା ବର୍ଷାର ଅବ୍ୟବହିତ ପରେ ନରାଜ ଦର୍ଶନ
ସତ୍ୟ ଶାନ୍ତି ସୁଖ ସଦା ମାନବ-ଜୀବନ ଖୋଜଇ ବ୍ୟାକୁଳେ ବ୍ୟସ୍ତ ସଂସାର ଗହଳେ, ମିଳିଲେ ଏପରି ସ୍ଥାନ କେବେ ଭାଗ୍ୟଫଳେ ଅପସରେ କ୍ଷଣେ ଭବ ଦାରୁଣ କଷଣ । ସଦ୍ୟସ୍ନାତ ଏହୁ ଛବି ଶୁଦ୍ଧ ଘନଜଳେ ଅସ୍ତମିତ ରବି କରେ ଦ୍ୱିଗୁଣ ଉଲ୍ଲାସେ, ବିରାଜେ ଶ୍ୟାମଳ ଶସ୍ୟ...
ସତ୍ୟ ଶାନ୍ତି ସୁଖ ସଦା ମାନବ-ଜୀବନ ଖୋଜଇ ବ୍ୟାକୁଳେ ବ୍ୟସ୍ତ ସଂସାର ଗହଳେ, ମିଳିଲେ ଏପରି ସ୍ଥାନ କେବେ ଭାଗ୍ୟଫଳେ ଅପସରେ କ୍ଷଣେ ଭବ ଦାରୁଣ କଷଣ । ସଦ୍ୟସ୍ନାତ ଏହୁ ଛବି ଶୁଦ୍ଧ ଘନଜଳେ ଅସ୍ତମିତ ରବି କରେ ଦ୍ୱିଗୁଣ ଉଲ୍ଲାସେ, ବିରାଜେ ଶ୍ୟାମଳ ଶସ୍ୟ...
(ରାଗ ପିଲୁ, ଏକତାଳି) ଅରୁଣାମ୍ବୁଜ ଚରଣା, ତୁ ରସାରେ ଭରସାରେ କରୁଣାନିଧି ଶରଣାଗତଠାରେ କି ରୁଷାରେ ॥ପଦ॥ ଅସିତ କେଶି ମୁଁ ତୋ ପରିଚାର ରୁଷିକି ନ କରି କିଛି ବିଚାର ସ୍ଵଗୁଣ ସରିତ ପତି ତୋ ପରିତ ନାହିଁ ସରସାରେ ॥୧॥ ନ ରହି ସୁଦନ୍ତି...
କବିକୁଳ କଞ୍ଜ ଉପଇନ୍ଦ୍ରଭଞ୍ଜ ନମେ ତବ ପଦତଳେ, କାବ୍ୟ-ସୁମାଧୁରୀ ଭାଷା-ସୁଚାତୁରୀ ପରକାଶିଲ ଉତ୍କଳେ । ଜନ୍ମି ରାଜକୁଳେ ବଇଭବ କୋଳେ ଅତୁଳ ସୁଖ-ସଦନେ, ତେଜି ସେ ସମ୍ଭୋଗ ଆଚରିଲ ଯୋଗ ବୀଣାପାଣି ଆରାଧନେ । ଅତି ମନୋହର ଚାରୁ ଚମତ୍କାର ଶତ ମାନସୀ ପ୍ରତିମା, କାବ୍ୟ ଚିତ୍ରପଟେ...
ଅମିତ ବିକ୍ରମ ଶ୍ରୀ ପୁରୁଷୋତ୍ତମ “କ୍ଷେତ୍ରକୁଳ ଧୂମକେତୁ” ତବ ନାମ ଆଜ ଉତ୍କଳ ସମାଜ ଜାତୀୟ ଗୌରବ ହେତୁ । ତୁମ୍ଭ ଯଶରାଶି ସାକ୍ଷୀରୂପେ ବସି ବକୁଳ-ବନ-ବିହାରୀ, କରନ୍ତି ପ୍ରକାଶ ପୂର୍ବ ଇତିହାସ ସତ୍ୟବାଦୀ ବଂଶୀଧାରୀ । ଯୁଦ୍ଧ-ଅଭିଯାନ କରେ କବି ଗାନ ହେ ପ୍ରତାପୀ ଶତ୍ରୁଜେତା !...
ସୃଷ୍ଟି ଆଦ୍ୟ କାଳୁ ଦେବି ତୋହର ଉତ୍ପତ୍ତି, ତୋର ନିତ୍ୟ ଲୀଳାଭୂମି ଅନନ୍ତ ଅପାର, ଅନନ୍ତ ଅଦ୍ଭୁତ ଅତି ତୋ ମହାଶକତି, ସହଜେ ବୁଝିବ କାହିଁ ତାହା ନର ଛାର l (୧) ଅନଳେ ଆହୁତିଧାର କରି ଚରଷଣ, ପୂତନୀରା ସରସ୍ବତୀ-ପୁଳିନ ପ୍ରଦେଶ ଗାଇଲେ ସଙ୍ଗୀତ ଯେବେ...
କବିତା / କାବ୍ୟ / ସ୍ମରଣୀୟ ଗୀତ
ଜୀବନେ ଯଉବନ ବଢ଼ଲା ସମ ବସନ୍ତ ବଢି ବନେ ହେଲା ଗ୍ରୀଷମ, ଯୁବା-ଶକତି ଯଥା ହୁଏ ପ୍ରଖରା; ପ୍ରଚଣ୍ଡତର ହୋଇ ଆସିଲା ଖରା |୧| ସୁଖ-ବିଷୟ-ଭୋଗ ତୃଷ୍ଣାର ପରି ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ, ତୂଳା ଉଡ଼ିଲା ତେଜି ଶାଳଳୀ ତରୁ; କୃପଣ ଧନ କାଳେ ଉଡ଼େ...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବୋଇଲେ ସତୀ, “ସଖି, ମୋ’ ଦୁର୍ବିପାକ ଘଟାଇ ଅଛି ଏକା ମୋ ଦୁଃଖଯାକ; ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ |୧| କାନ୍ତ ବିଚ୍ଛେଦେ ରହିପାରେ ଜୀବନ, ଏମନ୍ତ କ୍ଷଣେ ଭାବି ନ ଥିଲା ମନ; ସହିଲି...
କବିତା / କାବ୍ୟ / ସ୍ମରଣୀୟ ଗୀତ
ଚିତ୍ରା ସହ ଶଶୀ ଦିନେ ଉଠିଲେ ଗଗନେ, ବିକଶିତ ହେଲା ନବ-ମାଳିକା ଗହନେ |୧| ଧୀରେ ଧୀରେ ଆଶ୍ରମର ମଲ୍ଲୀ-ବଲ୍ଲୀଚୟ, ପ୍ରଫୁଲ୍ଲ-କୁସୁମ-ପୁଞ୍ଜ ହେଲେ ମୁଦମୟ |୨| ମାଧବୀ ବକୁଳ ମଲ୍ଲୀ ନିଆଳୀ ସୁଗନ୍ଧ- ଭାରେ ଗନ୍ଧବହ ଗତି କରି ମନ୍ଦ ମନ୍ଦ |୩| ତମସା-ପୁଲିନେ ସ୍ୱଚ୍ଛ ଚନ୍ଦ୍ରମା-କିରଣ,...