ତାତ ମାତ କରୁଛନ୍ତି ରୋଦନ

ତାତ ମାତ କରୁଛନ୍ତି ରୋଦନ ଚଉଦିଗେ ଘେରି ପଚାରି ପଚାରି ଚଉଦିଗେ ଘେରି ପଚାରି ପଚାରି କାହିଁ ଗଲେ ଏକ ନନ୍ଦନ । ୧। ପିତା ବିଜାମୃତ ତୋଳି ନଦେଇ, ମାତା ପ୍ରସବିଲେ ଦୁଃଖ ନପାଇ ଗର୍ଭୁ ନପଡନ୍ତେ ଗଲେ କେଉଁ ପଥେ ବୁଦ୍ଧି ନଶିଖୁଣୁ ହେଲେ...

ବାକ୍ୟବୀର ଓ କର୍ମବୀର

ଭେକ ଗରଜିଲେ ଆସଇ ବରଷା ଜଳଧାରେ ମହୀ କରେ ପ୍ଳାବିତ, ବାକ୍ୟବୀର ଡାକି କରଇ ଭରସା କର୍ମବୀର ଥିବ ବୋଲି ଜୀବିତ | ମରୁଦେଶେ ଭେକେ ଗରଜଇ ନାହିଁ ନୀରଦ ସେ ଦେଶେ ନ ଦିଏ ନୀର, କର୍ମବୀର କର୍ମ- କୁଣ୍ଠିତା ନ ଚାହିଁ ନ ଡାକନ୍ତି...

ତପସ୍ଵିନୀ (ପ୍ରଥମ ସର୍ଗ)

କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ-ଶୁଭ-ବେଶା, ଇନ୍ଦ୍ରନୀଳ-ଦ୍ୟୁତି-ଜିତ-ମନୋହର-କେଶା? |୧| ତନୁକାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମ ବାସ, ଆହ୍ଲାଦ ଦେଉଛି ତୋର ହୃଦେ ହୋଇ ସୁପ୍ରକାଶ |୨| କୌମୁଦୀ କି ଘନ ହୋଇ ବହିଛୁ ଶରୀର ? କେଶଛଳେ ଚରଣେ ତୋ ଲୋଟୁଛି ତିମିର |୩| ସୁବିରଳ ସମୁଜ୍ଜ୍ୱଳ...

କରଇ ଏବେ ପ୍ରଣତି

ଓଡିଶା ଦେଶରେ           କବି ଆମଦାନୀ ଫସଲ ହେଈଛି ଭଲ କବିତା ନାମରେ     କେତେ ଲୋକ ଏବେ କରୁଛନ୍ତି ନିଜ ସୁସ୍କ । କାହାଠୁ ଲେଖାଇ         ଆଣି ନିଜ ନାମେ ଛପାଇ ପାରିବ ଯେବେ...

ସମର୍ପି ଦେଲି ପାଇଲ ସର୍ବ

ସମର୍ପି ଦେଲି ପାଇଲ ସର୍ବ ବୁଝ ନ ବୁଝ ସ୍ୱାମୀ ଗୁରୁଦେବ ସମର୍ପି ଦେଲି ପାଇଲ ସର୍ବ ।୧। ଚିନ୍ତା ଅର୍ଥ ବାଡି ବୃତ୍ତିି ସ୍ୱଭାବ କର୍ମ ଧର୍ମ ସତ୍ୟ ସୁକୃତ ମାର୍ଗ ପିଣ୍ଡ ପ୍ରାଣ ବାନା ପାଣି ଯେ ଭୋଗ ଲଲାଟ ପଟେ ଯାହା ଲେଖା...

ଅମୃତମୟ

ନବ ବିକଶିତ ଫୁଲ ଗନ୍ଧ ନବ ସରସ କବିତା ଛନ୍ଦ ବନ ବିହଗ ମଧୁର ତାନ ଶିଶୁ ସରଳ ତରଳ ଗାନ ନବ ପ୍ରଫୁଲ୍ଲ କମଳ କାନନ ନବ ସୁକୁମାର ଶିଶୁ ଆନନ୍ଦ ଅମୃତମୟ ଅମୃତ ରୟ ଭସାଇ ନେଉଛି ଜୀବନ। ଧୀର ଚକିତ ଶୀତଳ ବାତ...

ଶେଫାଳି ପ୍ରତି

ଶେଫାଳି ! କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ, ଭୁରୁଭୁରୁ ଗନ୍ଧ ତୋର ଭାସି ଅସେ ପବନେ; ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ ହସି ହସି ସତେ ଉଇଁଆସେ ଦୂର ଗଗନେ, ଭବାବେଶେ ମୁଗ୍ଧ ମୁଁ କି ମଜ୍ଜିଅଛି ସ୍ବପନେ ! ଭାବରାଜ୍ୟେ ବୁଲେଁ...

ମାତୃଭୂମି

ଯେ କାଳେ ବାଳକ ବୁଲି ଯାଇପାରେ ପଡ଼ୋଶିମାନଙ୍କ ଘର, ସେ କାଳେ ଜାଣଇ ଅନ୍ୟ ଘରସବୁ ତା’ ସଙ୍ଗୀ ବାଳକଙ୍କର । ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲିଯାଏ, ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣିଥାଏ । ଅନ୍ୟ ଗ୍ରାମେ ପୁଣି ଯାଏ...

ରେଳ ଉପରେ ଚିଲିକା ଦର୍ଶନ

ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ । ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ ? ନୀଳ ବୀଚିମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ବପନେ ଦେଖିଲା ପରାଏ । ସନ୍ତରନ୍ତି ବକ୍ଷେ ପକ୍ଷୀ...

ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ

ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ ଭାଗ୍ୟ ଥିଲେ ଧର ଧର ଖଣ୍ଡିବ କାଳ ବିପତ୍ତି ପରମାଦ ହେ ଭାଗ୍ୟ ଥିଲେ ଧର ଧର ।୧। କରିଅଛ ଯେବେ ଦୋଷ ଜଣାଅ ଶ୍ରୀଗୁରୁ ପାଶ ଛେଦି ହୋଇବ ଉଶ୍ୱାସ ଅପରାଧ ହେ । ଭାଗ୍ୟ ଥିଲେ...