ଏକ ଅସରା ବର୍ଷାର ଅବ୍ୟବହିତ ପରେ ନରାଜ ଦର୍ଶନ
ସତ୍ୟ ଶାନ୍ତି ସୁଖ ସଦା ମାନବ-ଜୀବନ ଖୋଜଇ ବ୍ୟାକୁଳେ ବ୍ୟସ୍ତ ସଂସାର ଗହଳେ, ମିଳିଲେ ଏପରି ସ୍ଥାନ କେବେ ଭାଗ୍ୟଫଳେ ଅପସରେ କ୍ଷଣେ ଭବ ଦାରୁଣ କଷଣ । ସଦ୍ୟସ୍ନାତ ଏହୁ ଛବି ଶୁଦ୍ଧ ଘନଜଳେ ଅସ୍ତମିତ ରବି କରେ ଦ୍ୱିଗୁଣ ଉଲ୍ଲାସେ, ବିରାଜେ ଶ୍ୟାମଳ ଶସ୍ୟ...
ସତ୍ୟ ଶାନ୍ତି ସୁଖ ସଦା ମାନବ-ଜୀବନ ଖୋଜଇ ବ୍ୟାକୁଳେ ବ୍ୟସ୍ତ ସଂସାର ଗହଳେ, ମିଳିଲେ ଏପରି ସ୍ଥାନ କେବେ ଭାଗ୍ୟଫଳେ ଅପସରେ କ୍ଷଣେ ଭବ ଦାରୁଣ କଷଣ । ସଦ୍ୟସ୍ନାତ ଏହୁ ଛବି ଶୁଦ୍ଧ ଘନଜଳେ ଅସ୍ତମିତ ରବି କରେ ଦ୍ୱିଗୁଣ ଉଲ୍ଲାସେ, ବିରାଜେ ଶ୍ୟାମଳ ଶସ୍ୟ...
କବିକୁଳ କଞ୍ଜ ଉପଇନ୍ଦ୍ରଭଞ୍ଜ ନମେ ତବ ପଦତଳେ, କାବ୍ୟ-ସୁମାଧୁରୀ ଭାଷା-ସୁଚାତୁରୀ ପରକାଶିଲ ଉତ୍କଳେ । ଜନ୍ମି ରାଜକୁଳେ ବଇଭବ କୋଳେ ଅତୁଳ ସୁଖ-ସଦନେ, ତେଜି ସେ ସମ୍ଭୋଗ ଆଚରିଲ ଯୋଗ ବୀଣାପାଣି ଆରାଧନେ । ଅତି ମନୋହର ଚାରୁ ଚମତ୍କାର ଶତ ମାନସୀ ପ୍ରତିମା, କାବ୍ୟ ଚିତ୍ରପଟେ...
ଅମିତ ବିକ୍ରମ ଶ୍ରୀ ପୁରୁଷୋତ୍ତମ “କ୍ଷେତ୍ରକୁଳ ଧୂମକେତୁ” ତବ ନାମ ଆଜ ଉତ୍କଳ ସମାଜ ଜାତୀୟ ଗୌରବ ହେତୁ । ତୁମ୍ଭ ଯଶରାଶି ସାକ୍ଷୀରୂପେ ବସି ବକୁଳ-ବନ-ବିହାରୀ, କରନ୍ତି ପ୍ରକାଶ ପୂର୍ବ ଇତିହାସ ସତ୍ୟବାଦୀ ବଂଶୀଧାରୀ । ଯୁଦ୍ଧ-ଅଭିଯାନ କରେ କବି ଗାନ ହେ ପ୍ରତାପୀ ଶତ୍ରୁଜେତା !...
ସୃଷ୍ଟି ଆଦ୍ୟ କାଳୁ ଦେବି ତୋହର ଉତ୍ପତ୍ତି, ତୋର ନିତ୍ୟ ଲୀଳାଭୂମି ଅନନ୍ତ ଅପାର, ଅନନ୍ତ ଅଦ୍ଭୁତ ଅତି ତୋ ମହାଶକତି, ସହଜେ ବୁଝିବ କାହିଁ ତାହା ନର ଛାର l (୧) ଅନଳେ ଆହୁତିଧାର କରି ଚରଷଣ, ପୂତନୀରା ସରସ୍ବତୀ-ପୁଳିନ ପ୍ରଦେଶ ଗାଇଲେ ସଙ୍ଗୀତ ଯେବେ...
ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ । ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ ? ନୀଳ ବୀଚିମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ବପନେ ଦେଖିଲା ପରାଏ । ସନ୍ତରନ୍ତି ବକ୍ଷେ ପକ୍ଷୀ...
ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା, ନୀରବେ ଆକାଶେ ଉଦେ ରବି–ଶଶୀ–ତାରା, ନୀରବେ ବଢ଼ଇ ତରୁଲତା–ମହୀଧର ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର । ମହା–କାଳ–ପାରାବାର ଅନନ୍ତ ଗରଭେ ମିଶଇ ସମୟ–ସ୍ରୋତ ସତତ ନୀରବେ, ନୀରବେ ଜଗତ କରେ ନିଜ କକ୍ଷେ ଗତି ନୀରବ ନିଖିଳ...
ଉତ୍କଳର ବ୍ୟାସ ଜଗନ୍ନାଥ ଦାସ ବିଷ୍ଣୁ ଅଂଶେ ଅବତାର, ଭକତ-ପ୍ରଧାନ ଗୂଢ ଦିବ୍ୟ ଜ୍ଞାନ କଲ ସ୍ବଦେଶେ ପ୍ରଚାର । ବେଦ-ମହୋଦଧି ବ୍ୟାସ ତପୋନିଧି ମନ୍ଥି ଯେ ତତ୍ତ୍ବ ସକଳେ, ଉଦ୍ଧରି ପୁରାଣେ ନାନା ଉପାଖ୍ୟାନେ ପ୍ରକାଶିଥିଲେ ସରଳେ । ସଂକ୍ଷିପ୍ତ ସଂସ୍କୃତି ଅମୁଲ୍ୟ ଆଧାରେ ଥିଲା...
କି ଭାଷାରେ ଦେବ, ଆମନ୍ତ୍ରିବି ତବ ସ୍ଵର୍ଗୀୟ ଆତ୍ମାକୁ ଆଜ? ସୁଜ୍ଞାନୀ ଧାର୍ମ୍ମିକ ଗୋନ୍ତ୍ର ପ୍ରବର୍ତ୍ତକ ହେ ଉତ୍କଳ-ଭରଦ୍ଵାଜ ! ତୁମ୍ଭ ବଂଶୋଭବ ବୋଲି ଗଉରବ କରନ୍ତି ବିପ୍ର ଅନେକ, ବର୍ଷ ଶତ ଶତ ହେଲେହେଁ ଅତୀତ ଅଛି ତୁମ୍ଭ ନାମ ଟେକ । ବାଜପେୟ ଯାଗ କରି...
କି ମଧୁର ନାମ ଭକ୍ତ ବଳରାମ ଉତ୍କଳବାସୀ-ଶ୍ରବଣେ ; ସାହିତ୍ୟ-ସଂସାରେ କଠୋର ସାଧକ କାହିଁ ତୁମ୍ଭ ପରି ଜଣେ? ବାଲମିକ ବ୍ୟାସ ଅନ୍ତର-ଉଚ୍ଛ୍ବାସ ଯମୁନା ଜାହ୍ନବୀ ପରି, ପ୍ରୟାଗ ପରାଏ ଏକାଧାରେ କିଏ ପାରେ ତୁମ୍ଭ ବିନେ ଧରି l ଗୀତା ଗୂଢ ବାଣୀ ଲୋକରେ ବଖାଣୀ...