କବିତା 15th November 2023 ସେଉ ଚାଳରେ ବୋବାଏ କାଉ ଉଠ ଉଠ ମଠ ନ କର ଆଉ କୁନାକୁ ଡାକିଲେ ବୋଉ । କୁନାଟା ତ ଭଲ ପିଲା ମୁହଁ ହାତ ଧୋଇ ଦାନ୍ତ ଘଷି ଦେଇ ଅଙ୍ଗୁର ‘ସେଉ’ ଖାଇଲା । ଫଳ ଦେହ ପାଇଁ ହିତ ପଢିଣ ଜଣାଣ ଗୀତ...
କବିତା 12th November 2023 ବେଲ ମୁଣ୍ଡରେ ପଗଡି ପାଦରେ ତେଲ ବଇଦ ସାଙ୍ଗରେ କରିବୁ ଗେଲ । ପେଟ ଗୋଳମାଳେ ପାଚିଲା ‘ବେଲ’ ପଣା କରି ଦେଇ ପିଇଲେ ଭଲ । ତ୍ରିଶାଖା ପତର ଶିବଙ୍କ ପ୍ରିୟ ହଜମି ପାଇଁକି ନିଇତି ଖାଅ । *****
କବିତା 8th November 2023 ବେଲ ମୁଣ୍ଡରେ ପଗଡି ପାଦରେ ତେଲ ବଇଦ ସାଙ୍ଗରେ କରିବୁ ଗେଲ । ପେଟ ଗୋଳମାଳେ ପାଚିଲା ‘ବେଲ’ ପଣା କରି ଦେଇ ପିଇଲେ ଭଲ । ତ୍ରିଶାଖା ପତର ଶିବଙ୍କ ପ୍ରିୟ ହଜମି ପାଇଁକି ନିଇତି ଖାଅ । *****
କବିତା 5th November 2023 ଫୁଟି ରବିବାର ଛୁଟି ଖାଆ ପାଚିଲା ‘ଫୁଟି’ । ସକାଳ ହେଲେ ଉଠି ମା’ରେ ଦଣ୍ଡ ବଇଠି । ଘଅସ ଦାନ୍ତ କାଠି ତେଲ ଲଗା ମାଠି । ଯାଆ ପାହାଚ ଉଠି ବଅସ ନାହିଁ ସେଠି । ରାତିରେ ଖାଆ ରୁଟି ପଢରେ ପାଠ ଉଠି ।...
କବିତା 1st November 2023 ପିଜୁଳି କଳା ମେଘେ ଚକ୍ ଚକ୍ ବିଜୁଳି ବଗିଚାରେ ଲଗା ଡାଳି ‘ପିଜୁଳି’ । କଞ୍ଚା ଫଳ ରୋଗୀ ଖୋଜେ ବାଉଳି ପିଲାଙ୍କର ପ୍ରିୟ ପାକା ପିଜୁଳି । ରାଇ କଲେ ଭଲ ମାଛ ନେଉଳି ମେଘ ଦେଖ୍ ନାଚ କରେ ମୟୂରୀ । *****
କବିତା 29th October 2023 ପଣସ କଥା କହିବୁ ମିଠା ମିଠା କାହାକୁ କରିବୁନି ଥଟା । ‘ପଣସ’ରେ ଥାଏ ଅଠା ଜର ହେଲେ ଚାଆଟେ ଖଟା । କଷି ପଣସ ଡାଲମା ଭଲ ପାଚିଲା ଫୁଟ ମିଠା ଅସଲ । ସାବିତ୍ରୀ ଓଷା ନୂଆ ଭାଉଜ ଭାର ସଜଡ଼ା ଅତି ମଉଜ ।...
କବିତା 25th October 2023 ନଡ଼ିଆ ବରଷା ପାଗକୁ ‘ନଡ଼ିଆ’ ମୁଢି ମୁହଁକୁ ସୁନ୍ଦର କାଳିଆ ଦାଢି । ହାତକୁ ସୁନ୍ଦର ବାଙ୍କୁଲୀ ବାଡ଼ି ପିଲାକୁ ସୁନ୍ଦର ସିଲଟ ଖଡ଼ି । ନଡ଼ିଆ ଉପରେ ଟାଣ ସଢେଇ କାଠ କାମ କରେ ଗାଁ ବଢେଇ । ସବୁଜ ନଡ଼ିଆ ପଇଡ଼ କହି ପଇଡ଼ର ପାଣି...
କବିତା 22nd October 2023 ତାଳ ଉଚ୍ଚ ତାଳଗଛ ନହ ନହକା ବାଉଁଶ ପତର ସବୁ ସରୁକା ‘ତାଳ’ ସଜ ଖାଇ ମଉଜ କର ସକାଳ ସଞ୍ଜରେ ଡାକ ଈଶ୍ଵର । ପତରରେ ଚଟି, ପକ୍ଷିଆ ବୁଣି ଗରିବ ନିଅଇ ପଇସା ଗଣି । *****
କବିତା 18th October 2023 ତରଭୂଜ ବଇଶାଖ ମାସ ଝାଞ୍ଜି ପବନ ତରଭୁଜେ ଥାଏ ପିଲାଙ୍କ ମନ । ଗୁଡ଼ ମିଶାଇଣ କରିଲେ ପଣା ଥରେ ପିଇ ଦେଲେ ହୋଇବ ବଣା । ପଣା ସଂକରାନ୍ତି ପରବେ ସାର ପଣା ପିଇ ମନ କର ମଧୁର । ସବୁ କଥା ଛାଡି ପାଠକୁ ହେଜ...
କବିତା 15th October 2023 ଡାଳିମ୍ବ ଝାଡ଼ାକୁ ଓଷଧ ଡାଳିମ୍ବ କଷି ମୂଷାକୁ ଦେଖିଲେ ଆନନ୍ଦ ପୁଷି । ପାଚିଲା ‘ଡାଳିମ୍ବ’ ରୋଗୀକୁ ଭଲ ପେଟ ପାଇଁ ଭଲ ପାଚିଲା ବେଲ । *****