ମାତୃଭୂମି
ଯେ କାଳେ ବାଳକ ବୁଲି ଯାଇପାରେ ପଡ଼ୋଶିମାନଙ୍କ ଘର, ସେ କାଳେ ଜାଣଇ ଅନ୍ୟ ଘରସବୁ ତା’ ସଙ୍ଗୀ ବାଳକଙ୍କର । ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲିଯାଏ, ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣିଥାଏ । ଅନ୍ୟ ଗ୍ରାମେ ପୁଣି ଯାଏ...
ଯେ କାଳେ ବାଳକ ବୁଲି ଯାଇପାରେ ପଡ଼ୋଶିମାନଙ୍କ ଘର, ସେ କାଳେ ଜାଣଇ ଅନ୍ୟ ଘରସବୁ ତା’ ସଙ୍ଗୀ ବାଳକଙ୍କର । ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲିଯାଏ, ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣିଥାଏ । ଅନ୍ୟ ଗ୍ରାମେ ପୁଣି ଯାଏ...
ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ । ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ ? ନୀଳ ବୀଚିମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ବପନେ ଦେଖିଲା ପରାଏ । ସନ୍ତରନ୍ତି ବକ୍ଷେ ପକ୍ଷୀ...
ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା, ନୀରବେ ଆକାଶେ ଉଦେ ରବି–ଶଶୀ–ତାରା, ନୀରବେ ବଢ଼ଇ ତରୁଲତା–ମହୀଧର ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର । ମହା–କାଳ–ପାରାବାର ଅନନ୍ତ ଗରଭେ ମିଶଇ ସମୟ–ସ୍ରୋତ ସତତ ନୀରବେ, ନୀରବେ ଜଗତ କରେ ନିଜ କକ୍ଷେ ଗତି ନୀରବ ନିଖିଳ...
ସବୁଦେଇ ଶୂନ୍ୟ କରିଅଛ ମୋତେ ପୂରାଅ ସକଳ ଦେଇଣ ନେଲ ମୋତେ ହରି ନେଲ ମୋତେ ଧରି ଜୀବନେ ବଞ୍ଚାଇ ମାରିଣ ନେଲ ଗୁଣ, ଜ୍ଞାନ ନେଲ କର୍ମ, ଧ୍ୟାନ ଧନ, ମାନ, ବିଦ୍ୟା–ଭୂଷଣ ଦୁଃଖ ହେଲା ମୋର ଚିର ସହଚର ନିତି ତ ଭୋଗିଲି ମରଣ...
ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ ! ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ, ଖୋରଧାର ଶତ ସରଦାର ଶିର କର ଉନ୍ନତତର ! ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ...
ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ, ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ। ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା’ର ଗର୍ଭରେ, ପାଦ ସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ। ଶାନ୍ତଗାତ୍ରୀ କାନ୍ତ କୁଞ୍ଜ–ପୁଞ୍ଜ ଶୈଳ ବର୍ଗରେ, ଚାହିଁ ମୁଗ୍ଧ ଥାଇ ଲୁବ୍ଧ ସ୍ୱର୍ଗବାସୀ ସ୍ୱର୍ଗରେ। ଶୂନ୍ୟ ଶଙ୍କେ ପୁଣ୍ୟ...
ଉତ୍କଳର ବ୍ୟାସ ଜଗନ୍ନାଥ ଦାସ ବିଷ୍ଣୁ ଅଂଶେ ଅବତାର, ଭକତ-ପ୍ରଧାନ ଗୂଢ ଦିବ୍ୟ ଜ୍ଞାନ କଲ ସ୍ବଦେଶେ ପ୍ରଚାର । ବେଦ-ମହୋଦଧି ବ୍ୟାସ ତପୋନିଧି ମନ୍ଥି ଯେ ତତ୍ତ୍ବ ସକଳେ, ଉଦ୍ଧରି ପୁରାଣେ ନାନା ଉପାଖ୍ୟାନେ ପ୍ରକାଶିଥିଲେ ସରଳେ । ସଂକ୍ଷିପ୍ତ ସଂସ୍କୃତି ଅମୁଲ୍ୟ ଆଧାରେ ଥିଲା...
କି ଭାଷାରେ ଦେବ, ଆମନ୍ତ୍ରିବି ତବ ସ୍ଵର୍ଗୀୟ ଆତ୍ମାକୁ ଆଜ? ସୁଜ୍ଞାନୀ ଧାର୍ମ୍ମିକ ଗୋନ୍ତ୍ର ପ୍ରବର୍ତ୍ତକ ହେ ଉତ୍କଳ-ଭରଦ୍ଵାଜ ! ତୁମ୍ଭ ବଂଶୋଭବ ବୋଲି ଗଉରବ କରନ୍ତି ବିପ୍ର ଅନେକ, ବର୍ଷ ଶତ ଶତ ହେଲେହେଁ ଅତୀତ ଅଛି ତୁମ୍ଭ ନାମ ଟେକ । ବାଜପେୟ ଯାଗ କରି...
କି ମଧୁର ନାମ ଭକ୍ତ ବଳରାମ ଉତ୍କଳବାସୀ-ଶ୍ରବଣେ ; ସାହିତ୍ୟ-ସଂସାରେ କଠୋର ସାଧକ କାହିଁ ତୁମ୍ଭ ପରି ଜଣେ? ବାଲମିକ ବ୍ୟାସ ଅନ୍ତର-ଉଚ୍ଛ୍ବାସ ଯମୁନା ଜାହ୍ନବୀ ପରି, ପ୍ରୟାଗ ପରାଏ ଏକାଧାରେ କିଏ ପାରେ ତୁମ୍ଭ ବିନେ ଧରି l ଗୀତା ଗୂଢ ବାଣୀ ଲୋକରେ ବଖାଣୀ...
ଭୀମ ପରାକ୍ରମ ହେ ଅନଙ୍ଗଭୀମ ! କିପରି ଯିବି ପରତେ, ରାଜ-ସିଂହାସନ ରାଜିଥିଲ ଦିନେ ବିଶାଳ ଉତ୍କଳ ସତେ । ସତେ କି ହେ ଛାମୁ ଅଗଣିତ ଚମ୍ପୁ ପଲକେ ହୋଇଣୁଳ, ବୀର ଦର୍ପଭରେ ଅରାତି-ଅନ୍ତରେ କରୁଥିଲ ଶଙ୍କାକୁଳ ? ଏ କି ସେ ଉତ୍କଳ ଯାର ଉର୍ଜ୍ଜ୍ୱସ୍ଥଳ ବିନ୍ତ୍ରମୀ...