ଡାଳିମ୍ବ
ଝାଡ଼ାକୁ ଓଷଧ ଡାଳିମ୍ବ କଷି ମୂଷାକୁ ଦେଖିଲେ ଆନନ୍ଦ ପୁଷି । ପାଚିଲା ‘ଡାଳିମ୍ବ’ ରୋଗୀକୁ ଭଲ ପେଟ ପାଇଁ ଭଲ ପାଚିଲା ବେଲ । *****
ଲେମ୍ବୁତ ଲେମ୍ବୁ କାଗେଜି ଲେମ୍ବୁ ଖାଇଲେ କରେ ହଜମ ସବୁ । ବଇଶାଖର ଖରା ଝାଞ୍ଜିରେ ଦହି ବରଫ ସରବତରେ- ମିଶାଇ ଦେଲେ କାଗେଜି ରସ ଗିଲାସେ ମନ ହୁଏ ହରସ । ଟୁକୁରୁ ଟୁକୁ ହୋଇଲେ ପେଟ ଲୁଣ ସହିତ କରାଇ ଭେଟ ପିଇଲେ ଥରେ...